Saturday, November 21, 2026
ADVERTISEMENT
Home ଜାତୀୟ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦ : ମିଲାଦ-ଉନ୍‌ ନବୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି କୋବିନ୍ଦ : ମିଲାଦ-ଉନ୍‌ ନବୀ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ

556
ADVERTISEMENT

ନୂଆଦିଲ୍ଲୀ,୧୦/୧୧(ଡି.ଏଚ ): ରବିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାପୁରୁଷ ମହମ୍ମଦ୍‌ଙ୍କ ଜନ୍ମଦିନ ‘ମିଲାଦ୍‌-ଉନ୍‌-ନବୀ’ ଉପଲକ୍ଷେ ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି ଟୁଇଟର୍‌ରେ ଲେଖିଛନ୍ତି: ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ‘ମିଲାଦ୍‌-ଉନ୍‌-ନବୀ’ ଅବସରରେ ନାଗରିକମାନଙ୍କୁ, ବିଶେଷକରି ଭାରତ ଏବଂ ବିଦେଶରେ ଥିବା ମୁସଲମାନ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା । ସମସ୍ତଙ୍କ ମଙ୍ଗଳ ଲାଗି ଆମକୁ କାମ କରିବା ପାଇଁ ତାଙ୍କର ବିଶ୍ୱ ଭ୍ରାତୃତ୍ୱଭାବ ଓ ଅନୁକମ୍ପାର ବାର୍ତ୍ତା ପ୍ରେରଣା ଦେବ।

Advertisement