Saturday, November 21, 2026
ADVERTISEMENT
Home କନ୍ଧମାଳ ମହମ୍ମଦ ଜୟନ୍ତୀ ପାଳନ

ମହମ୍ମଦ ଜୟନ୍ତୀ ପାଳନ

430
ADVERTISEMENT

ବାଲିଗୁଡ଼ା,୧୦/୧୧(ଡି.ଏଚ/ଟିକି ଦଣ୍ଡିଆ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ଆଜି ମୁସଲମାନ ସମ୍ପ୍ରଦାୟ ତରଫରୁ ମହମ୍ମଦଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି l ଏହି ପାଳନ ବାଲିଗୁଡ଼ା ମସଜିଦ ଠାରୁ ଏକ ଶୋଭାଯାତ୍ରା କରାଯାଇ ବାଲିଗୁଡ଼ା ନଗର ପରିକ୍ରମା କରାଯାଇଥିଲା ଏହି ଉତ୍ସବରେ ବାଲିଗୁଡ଼ା ଇଦ ମୁଲାଦୋ ନବୀ ସଭାପତି ନାଜିର ସାହେବ, ଓ ଯୁବ ଗୋଷ୍ଠୀ ଯୋଗଦେଇଥିଲେ l

Advertisement