Thursday, November 5, 2026
ADVERTISEMENT
Home ଗଜପତି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ଲୁହାଗୁଡି ଗ୍ରାମକୁ ପଂହଚି ପାରୁନି...

ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନା ମାଳ ମାଳ କିନ୍ତୁ ଲୁହାଗୁଡି ଗ୍ରାମକୁ ପଂହଚି ପାରୁନି ଯୋଜନା

385
ADVERTISEMENT

ମୋହନା ୦୨/୧୧ (ଡି.ଏଚ/ମୋହନ ଗୌଡ) : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଲୁହାଗୁଡି ଗ୍ରାମ ପଂଚାୟତର ଓଡିଆ ସାହି ଏକ ଚେକ ଡ୍ୟାମ ନିର୍ମାଣ ହୋଇଥିଲା । କିନ୍ତୁ ଲଗାଣ ବର୍ଷାରେ ଉକ୍ତ ଚେକଡେମଟି ଭାଙ୍ଗିଯାଇଛି । ଲୁହାଗୁଡି ଗ୍ରାମବାସୀ ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି କିନ୍ତୁ କୌଣସି ପ୍ରଶାସନ ଦୃଷ୍ଟି ଗୋଚର ଦେଉନାହାନ୍ତି ବୋଲି ଲୁହାଗୁଡି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ରାଜ୍ୟ ତଥା କେନ୍ଦ୍ର ସରକାର ଗ୍ରାମକୁ ଯୀବା ଆସିବା ପାଇଁ ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରାଉଥିବା ବେଳେ କିନ୍ତୁ ଏହି ଗାଁର ଚିତ୍ରକୁ ଦେଖିଲେ ସ୍ୱଷ୍ଟ ହେଉଛି ଯେ ସରକାରୀ ଯୋଜନା ପ୍ରତ୍ୟେକ ଗ୍ରାମକୁ ପଂହଚି ପାରୁନି ।

Advertisement