Saturday, September 26, 2026
ADVERTISEMENT
Home କୋରାପୁଟ ଭାରତୀୟ ଜନତା ପାର୍ଟି ତରଫରୁ ସ୍ୱଛତାର ଅଭିଯାନ

ଭାରତୀୟ ଜନତା ପାର୍ଟି ତରଫରୁ ସ୍ୱଛତାର ଅଭିଯାନ

296
ADVERTISEMENT

କୋରାପୁଟ,୨୮।୧୦(ଡ଼ି.ଏଚ/ଦୟାନିଧି ପଟନାୟକ ) : 150 ତମ ଗାନ୍ଧୀ ଜୟନ୍ତୀ ଅବସରରେ ଆଜି କୋଟପାଡ ଭାରତୀୟ ଜନତା ପାର୍ଟି ତରଫରୁ ଗାନ୍ଧି ସଂକଳ୍ପ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ଏହି ଯାତ୍ରା ସ୍ତାନୀୟ ଦଶହରା ପଡିଆ ଠାରୁ ଗାନ୍ଧୀ ଛୋକ ପର୍ଯ୍ଯନ୍ତ ହୋଇଥିଲା। ଏକ ବିଶାଳ ରାଲି ଦ୍ଵାରା ଲୋକଙ୍କୁ ସଚେତନ କରାଯାଇଥିଲା ପରିବର୍ତ୍ତି କାର୍ଯ୍ଯକ୍ରମରେ ଗାନ୍ଧୀ ଛୋକରେ ପହଞ୍ଚି ଗାନ୍ଧୀ ମୁର୍ତି ପ୍ରାଙ୍ଗଣରେ ହୋଇଥିବା ଅଳିଆ ଆବର୍ଜନାକୁ ସଫେଇ କରାଯାଇଥିଲା। ଏହି ଯାତ୍ରାର ମୁଖ୍ୟ ଉଦେଶ୍ଯ ହେଉଛି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ବଛତା ପାଇଁ ଜେଉଁ ଆହ୍ଵାନ ଦେଇଛନ୍ତି ଓ ଗାନ୍ଧୀଜି ଭାରତ ପାଇଁ ଯଉ ସ୍ବପ୍ନ ଦେଖିଥିଲେ ତାହା କେମିତି କେମିତି କାର୍ଯ୍ୟକାରୀ ହେବ ଲୋକମାନେ କେମିତି ବୁଝିବେ ଏହି କାର୍ଯ୍ୟରେ ସଂଶ୍ଲିଷ୍ଟ ହେବେ ସେହାହିଁ ମୁଖ୍ୟ ଉଦେଶ୍ଯ ଥିଲା ।

Advertisement