Thursday, September 24, 2026
ADVERTISEMENT
Home ଗଜପତି ଲଗାଣ ବର୍ଷା ଯୋଗୁଁ ଜନସାଧାରଣଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ

ଲଗାଣ ବର୍ଷା ଯୋଗୁଁ ଜନସାଧାରଣଙ୍କ ଜୀବନ ଯାତ୍ରା ବାଧାପ୍ରାପ୍ତ

728
ADVERTISEMENT

ମୋହନା,୨୬/୧୦(ଡ଼ି.ଏଚ/ମୋହନ ଗୌଡ) : ଗତ ୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଜୀବନ ଯାତ୍ରା ପ୍ରବଳ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି ଯାହାକି ବ୍ରହ୍ମପୁର ଠାରୁ ରାୟଗଡା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତା ଖରାପ ଥିବା ଯୋଗୁଁ ବା ରାସ୍ତାରେ ମାଟି ଧୋଇଯିବା ଯୋଗୁଁ ସମସ୍ତ ଯାନବାହାନ ଆସିବାରେ ପ୍ରବଳ ଅସୁବିଧା ହେତୁ ଅନ୍ୟ ଏକ ରାସ୍ତା ଦେଇ ସମସ୍ତ ଯାନବାହାନ ଅନ୍ୟଏକ ରାସ୍ତା ଦେଇ ଯିବା ଆସିବା କଲେ ଏବଂ ପ୍ରଶାସନର ଅବହେଳା ହେତୁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଅଛି ଏବଂ ସମସ୍ତ ଗାଡି ବନ୍ଧ ଅଛି ।

Advertisement