ବିଶ୍ୱକପ: ପାକିସ୍ତାନ ଆଗରେ ୩୩୭ ରନ୍‌ର ଟାର୍ଗେଟ

340
ADVERTISEMENT

ନୂଆଦିଲ୍ଲୀ, ୧୬/୫(ଡିଏଚବି): ଟିମ୍‌ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆଜି ଭାରତ ପାକିସ୍ତାନକୁ ୩୩୭ ରନ୍‌ର ଟାର୍ଗେଟ ଦେଇଛି। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ଓ୍ଵିକେଟ ହରାଇ ୩୩୬ ରନ୍‌ ସଂଗ୍ରହ କରିଛି। ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିବାକୁ ଆସିଥିଲା।

ମାଞ୍ଚେଷ୍ଟରସ୍ଥିତ ଓଲ୍ଡ ଟ୍ରାଫର୍ଡ ଷ୍ଟାଡିୟମ୍‌ରେ ଭାରତ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ ଆରମ୍ଭ କରିଥିଲା।

Advertisement