Saturday, November 21, 2026
ADVERTISEMENT
Home ଜାତୀୟ ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ମିଳିତ ଚଢ଼ାଉ: ୧୧ କେଜି ଓଜନର ସୁନା ବିସ୍କୁଟ ଜବତ

ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ମିଳିତ ଚଢ଼ାଉ: ୧୧ କେଜି ଓଜନର ସୁନା ବିସ୍କୁଟ ଜବତ

358
ADVERTISEMENT

ନୂଆଦିଲ୍ଲୀ, ୧୦/୧୦(ଡି.ଏଚ) : ହାୱଡ଼ା-ମୁମ୍ବାଇ ଜ୍ଞାନେଶ୍ବରୀ ଏକ୍ସପ୍ରେସରେ ମିଳିତ ଚଢ଼ାଉ: ୧୧ କେଜି ଓଜନର ସୁନା ବିସ୍କୁଟ ଜବତ କରାଯାଇଛି । ୨ ଅଟକଙ୍କୁ ଜେରା କରାଯାଇ ରାଜଗାଙ୍ଗପୁର ଓ ଝାରସୁଗୁଡ଼ା ଷ୍ଟେସନ ମଧ୍ୟରେ ଚଢ଼ାଉ ବେଳେ ଜବତ କରାଯାଇଛି । କେନ୍ଦ୍ରୀୟ ଅବକାରୀ, ରାଜସ୍ବ ଗୁଇନ୍ଦା ଓ RPF ମିଳିତ ଭାବେ ଚଢ଼ାଉ କରିଥିଲେ ।

Advertisement