Friday, November 20, 2026
ADVERTISEMENT
Home ଜାତୀୟ ଶିଶୁକୁ ମନ୍ଦିର ପାଖରେ ଫିଙ୍ଗିବା ଅଭିଯାଗରେ ଡାକ୍ତର ଓ ଜଣେ ଏଏନ୍‌ଏମ୍‌ଙ୍କୁ ଗିରଫ

ଶିଶୁକୁ ମନ୍ଦିର ପାଖରେ ଫିଙ୍ଗିବା ଅଭିଯାଗରେ ଡାକ୍ତର ଓ ଜଣେ ଏଏନ୍‌ଏମ୍‌ଙ୍କୁ ଗିରଫ

543
ADVERTISEMENT

ବିଶାଖାପଟନମ୍‌: ,୬।୧୦(ଡି. ଏଚ) : ବିଶାଖାପଟନମ୍‌ ର ଏକ ନର୍ସିଂହୋମ୍‌ରେ ଜଣେ ଅବିବାହିତ ଯୁବତୀ ପ୍ରସବ କରିବା ପରେ ନବଜାତ ଶିଶୁକୁ ଛାଡ଼ି ପଳାଇଥିଲେ। ଏହା ପରେ ଡାକ୍ତରଙ୍କ ନିର୍ଦ୍ଦେଶକ୍ରମେ ନସିଂହୋମ୍‌ର କର୍ମଚାରୀମାନେ ଛୁଆଟିକୁ ଏକ ମନ୍ଦିର ପାଖରେ ଫିଙ୍ଗି ଦେଇଥିଲେ। ଛୁଆଟିକୁ ଉଦ୍ଧାର କରାଯିବାର ଗୋଟିଏ ଦିନ ପରେ ତା’ର ମୃତ୍ୟୁ ହୋଇଯାଇଥିଲା। ଏ ଘଟଣାରେ ପୁଲିସ୍ ଉକ୍ତ ଡାକ୍ତର ଓ ଜଣେ ଏଏନ୍‌ଏମ୍‌ଙ୍କୁ ଗିରଫ କରିଛି ।

Advertisement