Saturday, August 8, 2026
ADVERTISEMENT
Home ମୁଖ୍ୟ ଖବର ମହାରାଷ୍ଟ୍ରରେ ଶିବସେନାକୁ ବଡ଼ ଝଟ୍‌କା

ମହାରାଷ୍ଟ୍ରରେ ଶିବସେନାକୁ ବଡ଼ ଝଟ୍‌କା

333
ADVERTISEMENT

ମୁମ୍ବାଇ,୧।୧୦(ଏଜେନ୍ସି): ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଶିବସେନାକୁ ବଡ଼ ଝଟ୍‌କା । ଦଳର ନଭୀ ମୁମ୍ବାଇ ଅଞ୍ଚଳର ୨ ଶହ କର୍ମକର୍ତ୍ତା ଇସ୍ତଫା ଦେଇଛନ୍ତି। ଇସ୍ତଫା ଦେଇଥିବା କର୍ମକର୍ତ୍ତାଙ୍କ ମଧ୍ୟରେ ଜିଲା ପ୍ରମୁଖ ଏବଂ ଉପ ପ୍ରମୁଖ ଅଛନ୍ତି। ଶିବସେନା ଅରାବଳୀ ଏବଂ ବେଳାପୁର ବିଧାନସଭା ଆସନ ଭାଜପା ଦେବାର ସମ୍ଭାବନା ରହିଛି। ଏହାକୁ ବିରୋଧ କରି ଅସନ୍ତୁଷ୍ଟ କର୍ମକର୍ତ୍ତା ଦଳ ଛାଡ଼ିଥିବା କୁହାଯାଉଛି।

Advertisement