Saturday, November 21, 2026
ADVERTISEMENT
Home ଜାତୀୟ ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦାଫାସ

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦାଫାସ

349
ADVERTISEMENT

ଶ୍ରୀନଗର,୧।୧୦,(ଡି .ଏଚ ): ଜମ୍ମୁ-କଶ୍ମୀରରେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ରର ପର୍ଦାଫାସ ହୋଇଛି। ଜମ୍ମୁ ବସ୍‌ ଷ୍ଟାଣ୍ଡ ନିକଟରେ ଏକ ବସ୍‌ରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହେବାସହ ଦୁଇଜଣ ସନ୍ଦିଗ୍ଧ ଅପରାଧୀଙ୍କୁ ମଧ୍ୟ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ଗିରଫ କରାଯାଇଛି। ବିସ୍ଫୋରକ ସାମଗ୍ରୀ ସହିତ ଏକ ନକ୍‌ସା ଜବତ ହୋଇଛି। ନକ୍‌ସା ବ୍ରହ୍ମଣା ସେନା ଶିବିରର ବୋଲି କୁହାଯାଉଛି। ବସ୍‌ଟି ବିଲାଓ୍ବରରୁ ଜମ୍ମୁ ବସ୍‌ ଷ୍ଟାଣ୍ଡକୁ ଆସିଥିଲା।

Advertisement