Wednesday, August 19, 2026
ADVERTISEMENT
Home ଜାତୀୟ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସିବିଆଇ ଚଢ଼ାଉ

292
ADVERTISEMENT

ନୂଆଦିଲ୍ଲୀ ,୧୨/୬(ଏଜେନ୍ସି) : ଉତ୍ତରପ୍ରଦେଶ ଅଖିଳେଶ ଯାଦବଙ୍କ ସରକାର ଅଧୀନରେ ମନ୍ତ୍ରୀ ଥିବା ଗାୟତ୍ରୀ ପ୍ରଜାପତିଙ୍କ ଘର ସମେତ ୨୨ଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରହିଛି। ତାଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ହୋଇଥିଲା। ଅମେଠି ବିକାଶ କଲୋନୀସ୍ଥିତ ତାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିବା କୁହାଯାଉଛି। ଖନନ ଦୁର୍ନୀତି ଅଭିଯୋଗରେ ସିବିଆଇ ପକ୍ଷରୁ ୧୪ ଜଣିଆ ଦଳ ଏହି ଚଢ଼ାଉରେ ସାମିଲ୍‌ ହୋଇଛନ୍ତି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା କୁହାଯାଉଛି।

Advertisement