Saturday, October 3, 2026
ADVERTISEMENT
Home ଆଞ୍ଚଳିକ ରୁଷିକୁଲ୍ୟା ନଦୀରୁ ଭାସିଯାଇ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଦୀର୍ଘ ୫ ଦିନ ପରେ...

ରୁଷିକୁଲ୍ୟା ନଦୀରୁ ଭାସିଯାଇ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଦୀର୍ଘ ୫ ଦିନ ପରେ ଉଦ୍ଧାର ହୋଇଛି l

2
ADVERTISEMENT

ବ୍ରହ୍ମପୁର,୦୩/୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ବରଡାବିଲି ରୁଷିକୁଲ୍ୟା ନଦୀରୁ ଭାସିଯାଇ ନିଖୋଜ ଥିବା ଜଣେ ନାବାଳକଙ୍କ ମୃତଦେହ ଦୀର୍ଘ ୫ ଦିନ ପରେ ଉଦ୍ଧାର ହୋଇଛି l ମୃତ ନାବାଳକ ଜଣକ ସୋରଡା ମଠ ସାହିର କିସମ ନାୟକ ହୋଇଥିବାବେଳେ ସେ ନଦୀକୁ ଶୌଚ ହେବାକୁ ଯାଇ ନଦୀରେ ଭାସିଯାଇଥିଲl l ଘଟଣା ସ୍ଥଳରେ ଧରାକୋଟ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି l

Advertisement