ADVERTISEMENT
Home ଆଞ୍ଚଳିକ ମିନିବସ ଏକ ସ୍କୁଟି ଓ ୪ଟି ବାଇକ ଉପରେ ଚଢିଯିବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ...

ମିନିବସ ଏକ ସ୍କୁଟି ଓ ୪ଟି ବାଇକ ଉପରେ ଚଢିଯିବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ।

1
ADVERTISEMENT

ଛତ୍ରପୁର,୦୨।୧୦(ଡ଼ି.ଏଚ ବ୍ୟୁରୋ):-ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଭାଗ୍ୟଲକ୍ଷ୍ମୀ ନଗର ନିକଟ ଜାତୀୟ ରାଜପଥରେ ଠିଆ ହୋଇଥିବା ଏକ ମିନି ବସକୁ ଧକ୍କା ଦେଲା ଟ୍ରକ । ଫଳରେ ମିନି ବସଟି ଭାରସାମ୍ୟ ହରାଇ ଏକ ସ୍କୁଟି ଓ ୪ ଟି ବାଇକ ଉପରେ ଚଢି ଯିବା ଯୋଗୁଁ ଜଣେ ଯୁବକଙ୍କ ମୃତ୍ୟୁ ଓ ୩ ଜଣ ଗୁରୁତର ହୋଇଛନ୍ତି। ମୃତ ଜଣକ ହେଲେ ଭାଗ୍ୟଲକ୍ଷ୍ମୀ ନଗର ଅଞ୍ଚଳର ଟୁକୁନା ଆଚାରୀ ।ଦୁର୍ଘଟଣା ଘଟାଇଥିବା ଟ୍ରକଟି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ଚମାଖଣ୍ଡି ଥାନା ପୋଲିସ ଗାଡିକୁ କାଳିଆବାଲି ରୋଡ଼ରେ ଗୋଡ଼ାଇ ଗୋଡ଼ାଇ ଧରିଥିବା ସୂଚନା ମିଳିଛି l

Advertisement