Wednesday, September 30, 2026
ADVERTISEMENT
Home ଆଞ୍ଚଳିକ ସ୍ତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ବାବୁ ଗିରଫl

ସ୍ତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ପୁଲିସ ବାବୁ ଗିରଫl

3
ADVERTISEMENT

ଭଦ୍ରକ,୩୦।୦୯ (ଡ଼ି.ଏଚ ବ୍ୟୁରୋ):-ଭଦ୍ରକ ଜିଲ୍ଲା ବନ୍ତ ଥାନା ପୁଲିସ ଅଭିଯୁକ୍ତ ପୁଲିସ ବାବୁ ଶାଳକଣିଆ ଗ୍ରାମର ନିରାକାର ଜେନା ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ନିଜ ସ୍ତ୍ରୀଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେବା ନେଇ ବନ୍ତ ଥାନାରେ ଅଭିଯୋଗ ହୋଇଥିଲା l

Advertisement