Tuesday, September 29, 2026
ADVERTISEMENT
Home ଆଞ୍ଚଳିକ ବ୍ରହ୍ମପୁରରେ ବିଦେଶରେ ଚାକିରି ଦେବା ନାଁ ରେ ଠକେଇ ।

ବ୍ରହ୍ମପୁରରେ ବିଦେଶରେ ଚାକିରି ଦେବା ନାଁ ରେ ଠକେଇ ।

2
ADVERTISEMENT

ବ୍ରହ୍ମପୁର,୨୯।୦୯(ଡ଼ି.ଏଚ ବ୍ୟୁରୋ):-ବ୍ରହ୍ମପୁରରେ ବିଦେଶରେ ଚାକିରି ଦେବା ନାଁ ରେ ଠକେଇ । ଠକେଇ ଗ୍ୟାଙ୍ଗ ଭାବିନିପୁରରେ “ଜବ୍ ଟ୍ରାକ୍ କନସଲ୍ଟାନ୍ସି ଆଣ୍ଡ୍ ଟ୍ରେନିଂ ସେଣ୍ଟର” ନାମରେ ଏକ ନକଲି ଏଜେନ୍ସି ଖୋଲି ୫୦୦ରୁ ଅଧିକ ଯୁବକ ଯୁବତୀଙ୍କ ଠାରୁ ସିଙ୍ଗାପୁରରେ ଚାକିରି ଦେବା ପ୍ରଲୋଭନ ଦେଖାଇ ପ୍ରତି ଚାକିରି ଆଶାୟୀଙ୍କଠାରୁ ୩୦,୦୦୦ ଟଙ୍କା ଆଦାୟ କରିଥିଲେ । ଏନେଇ ବ୍ରହ୍ମପୁର ପୋଲିସ ଠକେଇ କରୁଥିବା ରାକେଟର ମୁଖ୍ୟ ଅଭିଯୁକ୍ତ ବଳରାମ ମହାରାଣାକୁ ଗିରଫ କରାଛି l

Advertisement