Thursday, September 24, 2026
ADVERTISEMENT
Home ଜାତୀୟ ଦେଶରେ ପୁଣି ଥରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି।

ଦେଶରେ ପୁଣି ଥରେ କରୋନା ଭାଇରସ୍ ବ୍ୟାପିବାରେ ଲାଗିଛି।

18
ADVERTISEMENT

ନୂଆଦିଲ୍ଲୀ,୧୮।୦୭(ଡ଼ି.ଏଚ ବ୍ୟୁରୋ):-ଦେଶରେ ପୁଣି ଥରେ କରୋନାଭାଇରସ୍ ବ୍ୟାପିବାରେ ଲାଗିଛି। କେରଳରେ ସର୍ବାଧିକ ୧୩୩ଟି ମାମଲା ରିପୋର୍ଟ ହୋଇଥିବାବେଳେ କର୍ଣ୍ଣାଟକରେ ୬୪, ମହାରାଷ୍ଟ୍ରରେ ୪୩, ଦିଲ୍ଲୀରେ ୧୮, ତାମିଲନାଡୁରେ ୩୯, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୧୮, ରାଜସ୍ଥାନରେ ୧୨ ଏବଂ ଆନ୍ଧ୍ର ପ୍ରଦେଶରେ ୧୨ ମାମଲା ରହିଛି।

Advertisement