ଚୀନ୍ ସହରରେ ଭୂସ୍ଖଳନ ଯୋଗୁଁ ୮ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୪ଜଣ ନିଖୋଜ ଅଛନ୍ତି।

2
Rescue workers search for survivors at the site of a landslide along Wujiang river in Pengshui Miao and Tujia Autonomous County, Chongqing, China July 17, 2026. cnsphoto via REUTERS ATTENTION EDITORS - THIS IMAGE WAS PROVIDED BY A THIRD PARTY. CHINA OUT. NO COMMERCIAL OR EDITORIAL SALES IN CHINA. TPX IMAGES OF THE DAY
ADVERTISEMENT

ନୂଆଦିଲ୍ଲୀ ୧୮।୦୭(ଡ଼ି.ଏଚ ବ୍ୟୁରୋ):-ଦକ୍ଷିଣ-ପଶ୍ଚିମ ଚୀନ୍ ସହରରେ ଭୂସ୍ଖଳନ ଯୋଗୁଁ ୮ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୩୪ ଜଣ ନିଖୋଜ ଅଛନ୍ତି। ଭୂସ୍ଖଳନ ଏତେ ଶକ୍ତିଶାଳୀ ଥିଲା ଯେ ୧୦ ରୁ ଅଧିକ ଆବାସିକ କୋଠା ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲା। ଫଳରେ ଭଗ୍ନାବଶେଷ ତଳେ ଫସି ରହିଥିବା ୧୮ ଜଣଙ୍କୁ ଉଦ୍ଧାର କରାଯାଇ ଥିବାବେଳେ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି।

Advertisement