ସ୍କୁଲ ବସ୍ ବଡ଼ ପଥର ସହ ପିଟିହୋଇ ଓଲଟି ପଡ଼ିବା ଫଳରେ ୨୧ଜଣଙ୍କର ମୃତ୍ୟୁ ଘଟିଛି।

2
ADVERTISEMENT

ନୂଆଦିଲ୍ଲୀ ୧୮।୦୭(ଡ଼ି.ଏଚ ବ୍ୟୁରୋ):-ପୂର୍ବ ଆଫ୍ରିକୀୟ ଦେଶ ଉଗାଣ୍ଡାରେ ନିୟନ୍ତ୍ରଣ ହରାଇ ଏକ ସ୍କୁଲ ବସ୍ ବଡ଼ ପଥର ସହ ପିଟି ହୋଇ ଓଲଟି ପଡ଼ିବା ଫଳରେ ୨୦ ଜଣ ପ୍ରାଥମିକ ସ୍କୁଲ ଶିଶୁ ଓ ଜଣେ ବସ୍ କର୍ମୀଙ୍କ ସମେତ ମୋଟ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାଟି ଏତେ ଭୟାବହ ଥିଲା ଯେ ବସର ସମ୍ପୂର୍ଣ୍ଣ ଛାତ ଉଡ଼ିଯାଇ ସିଟଗୁଡ଼ିକ ବାହାରକୁ ଦୃଶ୍ୟମାନ ହେଉଥିଲା।

Advertisement