ସ୍କୁଲ୍ ଭ୍ୟାନକୁ ଲୋକାଲ ଟ୍ରେନ୍ ଧକ୍କା ଦେବାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ସହ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଛି।

5
ADVERTISEMENT

ନୂଆଦିଲ୍ଲୀ,୧୭।୭(ଡ଼ି.ଏଚ ବ୍ୟୁରୋ):-ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲା ଆଜିମଗଞ୍ଜ–କାଟୱା ରେଳପଥରେ ଦୁର୍ଘଟଣା । କର୍ଣ୍ଣସୁବର୍ଣ୍ଣ ରେଳ ଷ୍ଟେସନ ନିକଟରେ ଏକ ସ୍କୁଲ୍ ଭ୍ୟାନକୁ ଲୋକାଲ ଟ୍ରେନ୍ ଧକ୍କା ଦେବାରୁ ୨ ଜଣ ଛାତ୍ରଛାତ୍ରୀଙ୍କ ସହ ମୋଟ ୩ ଜଣଙ୍କ ମୃତ୍ୟୁ ଘଟିଛି। ଏବଂ ଅନ୍ୟ ୪ ଜଣ ଶିଶୁ ଗୁରୁତର ଆହତ ହୋଇ ବହରମପୁର ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।

Advertisement