ADVERTISEMENT
Home ଜାତୀୟ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ।

କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ।

13
ADVERTISEMENT

ନୁଆଦିଲ୍ଲୀ,୨୨|୦୬(ଡ଼ି.ଏଚ ବ୍ୟୁରୋ):-ଲକ୍ଷ୍ନୌର ଅଲିଗଞ୍ଜର ପୁରନିଆ ସ୍ଥିତ ଏକ କୋଚିଂ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ । ଏଥିରେ ଏଯାଏଁ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଥିବା ନେଇ ଖବର ମିଳିଛି। ଅଗ୍ନିକାଣ୍ଡ ପରେ କୋଠା ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା, ଫଳରେ ଭିତରେ ଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦଳାଚକଟା ହୋଇଥିଲା। ଅନେକ ଛାତ୍ରଛାତ୍ରୀ ନିଜ ଜୀବନ ବଞ୍ଚାଇବା ପାଇଁ ପ୍ରଥମ ମହଲାରୁ ଡେଇଁ ପଡ଼ି ଆହତ ମଧ୍ୟ ହୋଇଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପ୍ରଶାସନିକ ଦଳ, ପୁଲିସ ସହିତ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି କରିଛନ୍ତି ।

Advertisement