ବିମାନ ଦୁର୍ଘଟଣା,୧୨ ଜଣଙ୍କର ମୃତ୍ୟୁ l

1
ADVERTISEMENT

ନୂଆଦିଲ୍ଲୀ ୧୫।୦୬,(ଡ଼ି.ଏଚ ବ୍ୟୁରୋ):-ଆମେରିକାର ମିସୌରୀରେ ବଟଲର ମେମୋରିଆଲ ଏୟାରପୋର୍ଟ ନିକଟରେ ବିମାନ ଦୁର୍ଘଟଣା ହୋଇଛି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ବିମାନଟି ସ୍କାଏଡାଇଭିଂ ପାଇଁ ଟେକଅପ୍ କରିବାର କିଛି ସମୟ ପରେ ଆକଶରୁ ଖସି ପଡି ନିଆଁ ଲାଗି ଖଣ୍ଡ ଖଣ୍ଡ ହୋଇ ଯାଇଥିଲା ।

Advertisement