ନୂଆଦିଲ୍ଲୀ,୦୭|୦୬(ଡ଼ି.ଏଚ ବ୍ୟୁରୋ):-ଆଜିଠାରୁ ବଢିଲା ଘରୋଇ ଗ୍ୟାସ୍ ସିଲିଣ୍ଡରର ଦାମ୍ । କେନ୍ଦ୍ର ସରକାର ଏଲପିଜି ସିଲିଣ୍ଡର ପିଛା ପ୍ରାୟ ୨୯ଟଙ୍କାକୁ ବୃଦ୍ଧି କରିଛନ୍ତି । ଆମେରିକା-ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବାଣିଜ୍ୟ କାରବାରକୁ ପ୍ରଭାବିତ କରିଛି । ଫଳରେ ଦେଶର ବିଭିନ୍ନ କମ୍ପାନୀ ଗ୍ୟାସ୍ ଦର ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଥିବା ସୂଚନା ।






















