Thursday, September 24, 2026
ADVERTISEMENT
Home ଜାତୀୟ ନିଟ୍- ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପୁଣି ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ l

ନିଟ୍- ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପୁଣି ଅଧ୍ୟାପିକା ମନୀଷା ମନ୍ଧାରେ ଗିରଫ l

27
ADVERTISEMENT

ନୂଆଦିଲ୍ଲୀ,୧୭।୦୫,(ଡ଼ି.ଏଚ ବ୍ୟୁରୋ):- ସିବିଆଇ ନିଟ୍- ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାରେ ପୂର୍ବରୁ ଅବସରପ୍ରାପ୍ତ ରସାୟନ ବିଜ୍ଞାନ ଅଧ୍ୟାପକ ପିଭି କୁଲକର୍ଣ୍ଣୀଙ୍କୁ ଗିରଫ କରାଯାଇଥିବାବେଳେ ପୁଣି ଥରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ପାନେଲରେ ଥିବା ଜୀବବିଜ୍ଞାନ ଅଧ୍ୟାପିକା ମନୀଷା ମନ୍ଧାରେଙ୍କୁ ପଚରାଉଚରା କରିବା ପରେ ଗିରଫ କରିଛି ମନ୍ଧାରେ ମଧ୍ୟ କୁଲକର୍ଣ୍ଣୀଙ୍କ ପରି ସମାନ ଢଙ୍ଗରେ ଲିକ୍ ହୋଇଥିବା ପ୍ରଶ୍ନଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରିଥିଲେ। ଏବଂ ଛାତ୍ରଛାତ୍ରୀମାନେ ତାଙ୍କଠାରୁ ପାଠ ପଢ଼ିବା ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଉଥିଲେ।

Advertisement