Saturday, September 26, 2026
ADVERTISEMENT
Home ଜାତୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ।

32
ADVERTISEMENT

ନୂଆଦିଲ୍ଲୀ,୦୭।୦୫(ଡ଼ି.ଏଚ ବ୍ୟୁରୋ):-ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଶ୍ରୀଲଙ୍କା, ତାମିଲନାଡୁ ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ କେଉଁ ଆଡକୁ ଗତି କରିବ ତାହା ଏବେ ଅସ୍ପଷ୍ଟ ଥିବାବେଳେ ବର୍ତ୍ତମାନ କେନ୍ଦ୍ରୀୟ ଭାରତରେ ଏକ ଟ୍ରପଲାଇନ୍ ରହିଛି। ଏହାର ପ୍ରଭାବରେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଛି। ଏବଂ ୧୧ରେ ଟ୍ରପ ଲାଇନ ଦୁର୍ବଳ ହେଲେ ଲଘୁଚାପ କ୍ଷେତ୍ରଟି ସ୍ପଷ୍ଟ ହେବ।

Advertisement