Saturday, September 26, 2026
ADVERTISEMENT
Home ଜାତୀୟ ଯାତ୍ରୀବାହୀ ବସ୍ ଓ ଇନ୍ଧନ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା,୧୬ ଜଣଙ୍କର ମୃତ୍ୟୁ l

ଯାତ୍ରୀବାହୀ ବସ୍ ଓ ଇନ୍ଧନ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା,୧୬ ଜଣଙ୍କର ମୃତ୍ୟୁ l

30
ADVERTISEMENT

ନୂଆଦିଲ୍ଲୀ ,୦୭।୦୫(ଡ଼ି.ଏଚ ବ୍ୟୁରୋ):-ଇଣ୍ଡୋନେସିଆର ସୁମାତ୍ରା ଦ୍ୱୀପରେ ଯାତ୍ରୀବାହୀ ବସ୍ ଓ ଇନ୍ଧନ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା l ଫଳରେ ଉଭୟ ଗାଡ଼ିରେ ନିଆଁ ଲାଗି ୧୬ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅଧିକାଂଶ ମୃତକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ଏବଂ ବସ୍ ରେ ପ୍ରାୟ ୨୦ ଜଣ ଥିଲେ।

Advertisement