ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବଡ ପରାଜୟ l

3
ADVERTISEMENT

ନୂଆଦିଲ୍ଲୀ,୦୫/୦୫(ଡ଼ି.ଏଚ ବ୍ୟୁରୋ):- ପଶ୍ଚିମବଙ୍ଗ ନିର୍ବାଚନରେ ଟିଏମସିର ବଡ ପରାଜୟ l ମମତା ବାନାର୍ଜୀ ତାଙ୍କ ପାରମ୍ପାରିକ ଆସନ ଭବାନୀପୁରରୁ ପରାଜିତ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ସେ ୧୫୧୧୩ ଖଣ୍ଡ ଭୋଟରେ ହାରିଛନ୍ତି ।ଶେଷ ରାଉଣ୍ଡ ଗଣତି ପରେ ମମତା ବାନାର୍ଜୀଙ୍କୁ ୫୮୩୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ଶୁଭେନ୍ଦୁ ଅଧିକାରୀଙ୍କୁ ୭୩୪୬୩ ଖଣ୍ଡ ଭୋଟ ମିଳିଛି । କିନ୍ତୁ କେରଳ ଓ ତାମିଲନାଡୁରେ ବିଜେପି ବାରମ୍ବାର ନିରାଶ ହୋଇଛିl

Advertisement