ନୂଆଦିଲ୍ଲୀ,୦୪।୦୫(ଡ଼ି.ଏଚ ବ୍ୟୁରୋ):- ଉତ୍ତର ପ୍ରଦେଶର ଆମ୍ବେଦକରନଗରରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ଚଢ଼ିଗଲା କାର । ସ୍ଥାନୀୟ ଜଲାଲପୁର ପୋଲିସ ଷ୍ଟେସନ ଅଧୀନ ଆଶ୍ରଫପୁର ଭୁଭା ଇଟା ଭାଟି ନିକଟରେ ଭାରସ୍ୟାମ ହରାଇ ଏକ କାର ରାସ୍ତାରେ ଠିଆ ହୋଇଥିବା ଲୋକଙ୍କ ଉପରେ ମାଡ଼ିଯିବା ଫଳରେ ଆଠ ଜଣଙ୍କ ମୃତ୍ୟୁ । ଏବଂ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।





















