Tuesday, September 22, 2026
ADVERTISEMENT
Home କେନ୍ଦୁଝର ଜିତୁ ମୁଣ୍ଡାଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ l

ଜିତୁ ମୁଣ୍ଡାଙ୍କୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ l

29
ADVERTISEMENT

କେନ୍ଦୁଝର,୦୧/୫(ଡ଼ି.ଏଚ ବ୍ୟୁରୋ):-କେନ୍ଦୁଝର ଜିଲ୍ଲା ମଲ୍ଲୀପଶି ଅଞ୍ଚଳର ଜିତୁ ମୁଣ୍ଡା ମୃତ ବ୍ୟାଙ୍କରୁ ଜମା ଟଙ୍କା ଉଠାଇବାକୁ ନିଜ ମୃତ ଭଉଣୀର ଶବ ଖୋଳି ନେବା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରି ଥିବାବେଳେ ଜିତୁ ମୁଣ୍ଡାଙ୍କ ପାଇଁ ବଢ଼ିଛି ସହାୟତାର ହାତ। ଫିଜିକ୍ସ ୱାଲାହ ଏବଂ ବିଦ୍ୟାପୀଠର ସିଇଓ ଅଲଖ ପାଣ୍ଡେ ଜିତୁଙ୍କୁ ଅନଲାଇନ ମାଧ୍ୟମରେ ୧୦ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।

Advertisement