ନୂଆଦିଲ୍ଲୀ,୩୦।୦୪(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରଦେଶ ଧାର୍ ଜିଲ୍ଲାର ତିର୍ଲା ଥାନା ଅଂଚଳରେ ପିକଅପ୍ ଗାଡି ସହ ସ୍କୋର୍ପିଓ ଗାଡିର ମୁହାଁମୁହିଁ ଧକ୍କା । ଫଳରେ ପିକଅପ୍ ଭ୍ୟାନ୍ ରେ ଥିବା ସମସ୍ତ ଶ୍ରମିକମାନଙ୍କ ମଧ୍ୟରୁ ୧୨ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨୫ ରୁ ଅଧିକ ଆହତ ହୋଇମେଡିକାଲ ରେ ଭର୍ତି । ଏବଂ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଥିବାବେଳେ ତିର୍ଲା ଥାନା ପୋଲିସର ତଦନ୍ତ ଜାରି ।




















