ନୂଆଦିଲ୍ଲୀ,୧୮।୦୪(ଡ଼ି.ଏଚ ବ୍ୟୁରୋ):-ତାମିଲନାଡୁର କୋଏମ୍ବାଟୁର ଜିଲ୍ଲାର ଭାଲପାରାଇ ଅଞ୍ଚଳରେ ଭ୍ୟାନ୍ ଦୁର୍ଘଟଣାଗ୍ରସ୍ତ ହୋଇ ୮ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ସମେତ ଅନ୍ୟ ଚାରି ଜଣ ଗୁରୁତର ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି । ଭ୍ୟାନରେ ଥିବା ସମସ୍ତ ୧୩ ଜଣ କେରଳର ମାଲାପ୍ପୁରମ ଜିଲ୍ଲାର ନିବାସୀ। ସେମାନେ ଭାଲପାରାଇ ବୁଲିବାକୁ ଆସିଥିଲେ ।

















