ନୂଆଦିଲ୍ଲୀ,୧୭।୦୪(ଡ଼ି.ଏଚ ବ୍ୟୁରୋ):-ଦେଶରେ ମହିଳା ସଂରକ୍ଷଣ ଆଇନ୍ ୨୦୨୩ ଲାଗୁ । ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଲାଗି ଉଦ୍ଦିଷ୍ଟ ମହିଳା ସଂରକ୍ଷଣ ଆଇନ ୨୦୨୩ ଲାଗୁ ହୋଇଥିବା ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି।, ସମ୍ବିଧାନଲ ସଂଶୋଧନ ଆଇନ ୨୦୨୩ର ଧାରା ୧ ଅନୁସାରେ କେନ୍ଦ୍ର ସରକାର ୨୦୨୬ ଏପ୍ରିଲ ୧୬ ତାରିଖରୁ ଏହି ଆଇନ କାର୍ଯ୍ୟକାରୀ କରିବାର ତାରିଖ ଧାର୍ଯ୍ୟ କରିଛନ୍ତି ।





















