ନୂଆଦିଲ୍ଲୀ,୧୭।୦୪(ଡ଼ି.ଏଚ ବ୍ୟୁରୋ):- ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣା । ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ପକ୍ଷରୁ ମୃତଦେହ ଏବଂ ଭଗ୍ନାବଶେଷର ଉଦ୍ଧାର କାର୍ଯ୍ୟ ଜାରି । ହେଲିକପ୍ଟରଟି ମେଲାୱିର ଏକ ବୃକ୍ଷରୋପଣ ଅଞ୍ଚଳରୁ ଉଡ଼ାଣ ଭରିବାର ପାଞ୍ଚ ମିନିଟ୍ ପରେ ଯୋଗାଯୋଗ ହରାଇଥିଲା।





















