ବୋଲେରୋ ଗାଡ଼ି ସହ ଏକ ଟ୍ରକ ର ମୁହାଁମୁହିଁ ଧକ୍କା,ଏଥିରେ ୮ ଜଣଙ୍କର ମୃତ୍ୟୁ l

2
ADVERTISEMENT

ନୂଆଦିଲ୍ଲୀ,୧୬।୦୪ (ଡ଼ି.ଏଚ ବ୍ୟୁରୋ):-ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲା ଚିକ୍କାମାଗାଲୁରୁ ନିକଟରେ ଏକ ବୋଲେରୋ ଗାଡ଼ି ସହ ଏକ ଟ୍ରକ ର ମୁହାଁମୁହିଁ ଧକ୍କା l ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ରୁ ୧୨ ଜଣ ଆହତ ହୋଇ ସ୍ଥାନୀୟ ମେଡିକାଲ ରେ ଭର୍ତି । ସମସ୍ତ ମୃତକ କର୍ଣ୍ଣାଟକର ବାସିନ୍ଦା ଥିବାବେଳେ ସେମାନେ ବୋଲେରୋ ଯୋଗେ ଶ୍ରୀ ରାଘବେନ୍ଦ୍ର ସ୍ୱାମୀଙ୍କୁ ଦର୍ଶନ କରି ଫେରୁଥିଲେ।

Advertisement