ଆଣ୍ଡାମାନ ସାଗରରେ ଡଙ୍ଗା ବୁଡ଼ି ଯିବାରୁ ୨୫୦ ଜଣ ନିଖୋଜ ।

2
ADVERTISEMENT

ନୂଆଦିଲ୍ଲୀ,୧୫।୦୪,(ଡ଼ି.ଏଚ ବ୍ୟୁରୋ):-ଆଣ୍ଡାମାନ ସାଗରରେ ରୋହିଙ୍ଗ୍ୟା ଶରଣାର୍ଥୀ ଓ ବାଂଲାଦେଶ ନାଗରିକଙ୍କୁ ନେଇ ଯାଉଥିବା ଏକ ଡଙ୍ଗା ବୁଡ଼ି ଯିବାରୁ ୨୫୦ ଜଣ ନିଖୋଜ । ଡଙ୍ଗାଟି ଦକ୍ଷିଣ ବାଂଲାଦେଶର ଟେକନାଫ୍ରୁ ମାଲେସିଆ ଅଭିମୁଖେ ଯାଉଥିଲା। ଅଶାନ୍ତ ସମୁଦ୍ର ଓ ପବନ ଯୋଗୁଁ ଙ୍ଗାଟିବୁଡି ଯାଇଥିବାବେଳେ ଡଙ୍ଗାରେ ୨୮୦ ଜଣରୁ ଅଧିକ ଯାତ୍ରୀ ଥିଲେ। ଏବଂ ନିଖୋଜ ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ପାଇଁ ବାଂଲାଦେଶ ତଟରକ୍ଷୀ ବାହିନୀ ଉଦ୍ୟମ ଜାରି ରଖିଛି।

Advertisement