ପାରିବାରିକ କଳହକୁ କେନ୍ଦ୍ର କରି ସାନଭାଇକୁ ଛୁରାମାଡ଼ କଲା ବଡ଼ଭାଇ l

4
ADVERTISEMENT

ଭୁବନେଶ୍ୱର,୧୧।୦୪(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ବର ସାଲିଆସାହି ଅଂଚଳରେ ପାରିବାରିକ କଳହକୁ କେନ୍ଦ୍ର କରି ସାନଭାଇକୁ ଛୁରାମାଡ଼ କଲା ବଡ଼ଭାଇ l ଏଥିରେ ସାନଭାଇ ନିରଞ୍ଜନ ସାମନ୍ତରାୟ ଗୁରୁତର ଭାବେ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି ଥିବାବେଳେ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି l ଏବଂ ଅଭିଯୁକ୍ତ ବଡ଼ଭାଇ ଚିତ୍ତରଂଜନ ସାମନ୍ତରାୟକୁ ଲୋକେ କାବୁ କରି ପୁଲିସ ଜିମା ଦେଇଛନ୍ତି।

Advertisement