Tuesday, August 25, 2026
ADVERTISEMENT
Home ଆଞ୍ଚଳିକ ଦଣ୍ଡନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ତିନି ମୃତ,...

ଦଣ୍ଡନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ତିନି ମୃତ, ଜଣେ ଗୁରୁତର।

24
ADVERTISEMENT

ଢେଙ୍କାନାଳ,୧୩।୦୪(ଡ଼ି.ଏଚ ବ୍ୟୁରୋ):-ଢେଙ୍କାନାଳ ଜିଲ୍ଲା ପାଟଲ୍ ଗ୍ରାମରେ ଦଣ୍ଡ ନାଚ ପାଇଁ ଷ୍ଟେଜ ଭିଡୁଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂପର୍ଶରେ ଆସି ତିନି ମୃତ, ଜଣେ ଗୁରୁତର। ମୃତକ ମାନେ ହେଲେ ବାଲିମି ଥାନା ପାଟଲ୍ ଗ୍ରାମର ସୁଧାକର ସାହୁ (୩୨), ଲକ୍ଷ୍ମୀଧର ସାହୁ(୨୪) ଏବଂ ମୋଟଙ୍ଗା ଥାନା ବିଡ଼ ଗ୍ରାମର ମିଲନ ମହାଳିକ (୩୪)। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisement