ଭୁବନେଶ୍ୱର,୧୨।୪(ଡ଼ି.ଏଚ ବ୍ୟୁରୋ):-ରାଜ୍ୟରେ କଲବଳ କରୁଛି ତାତି l ଆସନ୍ତା ମଙ୍ଗଳବାର ଯାଏ ଗ୍ରୀଷ୍ମଲହରୀ ଜାରି ସହ ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାତି ଅନୁଭୂତ ହେବ। ନେଇ ଆକଳନ କରିଛି ପାଣିପାଗ ବିଭାଗ। ଏବଂ ଆସନ୍ତା ସୋମବାରଠାରୁ ଦିନ ତାପମାତ୍ରା ୪ରୁ ୬ ଡିଗ୍ରୀ ବଢ଼ିବ ବୋଲି ପୂର୍ବାନୁମାନ ହୋଇଛି ।

















