Thursday, August 13, 2026
ADVERTISEMENT
Home ଆଞ୍ଚଳିକ ରାଜ୍ୟରେ ୫ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ବାଜିଲl ମୋହର l

ରାଜ୍ୟରେ ୫ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ବାଜିଲl ମୋହର l

25
Compressed by jpeg-recompress
ADVERTISEMENT

ଭୁବନେଶ୍ୱର ,୧୧।୦୪(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ଵର:ରାଜ୍ୟରେ ୫ଟି ବିଭାଗର ୧୧ଟି ପ୍ରସ୍ତାବକୁ କ୍ୟାବିନେଟରେ ମୋହର ବାଜିଥିବା ନେଇ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ଅନୁଗର୍ଗ। ୩୪୦୦ କୋଟି ଟଙ୍କାର ଅଟଳ ବସ ଷ୍ଟାଣ୍ତ ଯୋଜନା ପାରିତ। ଯୋଜନାରେ ପର୍ଯ୍ୟାୟକ୍ରମେ ୩୧୮ଟି ବସଷ୍ଟାଣ୍ତ ସାମିଲ କରାଯିବ। ପାର୍ବତୀ ଗିରି ମେଗା ଜଳ ପ୍ରକଳ୍ପକୁ ଗୁରୁତ୍ଵ। ଜଳ ସମ୍ପଦ ବିଭାଗର ୫ଟି ପ୍ରସ୍ତାବକୁ ମଂଜୁରୀ।

Advertisement