Thursday, August 13, 2026
ADVERTISEMENT
Home ଆଞ୍ଚଳିକ ଭୁବନେଶ୍ୱର ଏମ୍ସ ନର୍ସିଂ ସଂଘ ସଦସ୍ୟଙ୍କ ଶୋଭାଯାତ୍ରା l

ଭୁବନେଶ୍ୱର ଏମ୍ସ ନର୍ସିଂ ସଂଘ ସଦସ୍ୟଙ୍କ ଶୋଭାଯାତ୍ରା l

27
ADVERTISEMENT

ଭୁବନେଶ୍ୱର ,୧୧।୦୪(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଏମ୍ସ ନର୍ସିଂ ସଂଘ ସଭାପତି ରମେଶ ପଙ୍ଗୋପତିଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ସଂଘର ସମସ୍ତ ସଦସ୍ୟ ଶୋଭାଯାତ୍ରା କରିବା ସହ ଅଭିଯୁକ୍ତଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଖଣ୍ଡଗିରି ଥାନା ଘେରାଉ କରିଛନ୍ତି ।ହସ୍ପିଟାଲରେ ନର୍ସିଂ ଷ୍ଟାଫ ନିଯୁକ୍ତିକୁ ନେଇ ୬ଜଣ ଦୁର୍ବୁତ୍ତ ଏମ୍ସର ମୁଖ୍ୟ ଫାଟକ ସାମ୍ନାରେ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ଥିବା ସୂଚନା ମିଳିଛି।

Advertisement