Saturday, September 26, 2026
ADVERTISEMENT
Home ଜାତୀୟ ଭାରତରେ ପହଞ୍ଚିଛି ୪୨ ହଜାର ଟନ୍ ଏଲପିଜି ବୋଝେଇ ଟ୍ୟାଙ୍କର୍ “ଜଙ୍ଗ ବସନ୍ତ” l

ଭାରତରେ ପହଞ୍ଚିଛି ୪୨ ହଜାର ଟନ୍ ଏଲପିଜି ବୋଝେଇ ଟ୍ୟାଙ୍କର୍ “ଜଙ୍ଗ ବସନ୍ତ” l

29
ADVERTISEMENT

ନୂଆଦିଲ୍ଲୀ,୨୭।୩(ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତରେ ପହଞ୍ଚିଛି ୪୨ ହଜାର ଟନ୍ ଏଲପିଜି ବୋଝେଇ ଟ୍ୟାଙ୍କର୍ “ଜଙ୍ଗ ବସନ୍ତ” l ଭାରତୀୟ ନୌସେନା ଦ୍ୱାରା ସୁରକ୍ଷା ଦିଆଯାଇ ahi ଟ୍ୟାଙ୍କର୍ ଗୁଜୁରାଟର କାଣ୍ଡଲା ବନ୍ଦରରେ ପହଞ୍ଚିଛି। ଏପର୍ଯ୍ୟନ୍ତ ମୋଟ ଛଅଟି ଏଲପିଜି ଟ୍ୟାଙ୍କର୍ ଏବଂ ଗୋଟିଏ ତେଲ ଟ୍ୟାଙ୍କର୍ ଭାରତରେ ପହଞ୍ଚିଛି। ଏହା ଦେଶର ତୀବ୍ର ବାଣିଜ୍ୟିକ ସିଲିଣ୍ଡର ସଙ୍କଟକୁ ଦୂର କରିବ।

Advertisement