Saturday, September 26, 2026
ADVERTISEMENT
Home ଜାତୀୟ ୧୨ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ।

୧୨ଜଣ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ।

30
ADVERTISEMENT

ନୂଆଦିଲ୍ଲୀ,୨୭।୩(ଡ଼ି.ଏଚ ବ୍ୟୁରୋ):-ଅନ୍ଧ୍ରପ୍ରଦେଶ ଏବଂ ଦିଲ୍ଲୀ ପୋଲିସ ଦେଶର ବିଭିନ୍ନ ସ୍ଥାନରେ ଚଢଉ କରି ୧୨ଜଣ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ।ଗିରଫ ସନ୍ଦିଗ୍ଧମାନେ ହେଲେ ଆନ୍ଧ୍ରପ୍ରଦେଶର ମହମ୍ମଦ ରହମତୁଲା ସରିଫ୍, ମିର୍ଜା ସୋହେଲ୍, ମହମ୍ମଦ ଦାନିସ୍, ବିହାରର ସଦାମ ଦିଲଖୁସ ଏବଂ ଅଜମୁଲା ଖାନ, ଦିଲ୍ଲୀର ଲକି ଅହମ୍ମଦ, ପଶ୍ଚିମବଙ୍ଗର ଆସିଫ୍ ଅଲୀ, ରାଜସ୍ଥାନର ଜିସାନ୍, କର୍ଣ୍ଣାଟକର ଅବ୍ଦୁଲ ସକାମ, ମହାରାଷ୍ଟ୍ରର ଶାହରୁଖ ଖାନ, ସିୟାକ ପ୍ୟାଜ୍ ଓ ତେଲେଙ୍ଗାନାର ସାୟିଦା ବେଗମ୍ ।

Advertisement