Thursday, September 24, 2026
ADVERTISEMENT
Home ଜାତୀୟ ଭାରସାମ୍ୟ ହରାଇ ଓଲଟିଲା ସ୍ଲିପର୍ ବସ୍ ,ଫଳରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ l

ଭାରସାମ୍ୟ ହରାଇ ଓଲଟିଲା ସ୍ଲିପର୍ ବସ୍ ,ଫଳରେ ଦୁଇଜଣ ଯାତ୍ରୀଙ୍କ ମୃତ୍ୟୁ l

32
ADVERTISEMENT

ନୂଆଦିଲ୍ଲୀ,୨୫।୦୩(ଡ଼ି.ଏଚ ବ୍ୟୁରୋ):-ଦିଲ୍ଲୀର କରୋଲ ବାଗ୍ ଅଞ୍ଚଳରେ ଏକ ସ୍ଲିପର୍ ବସ୍ ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଦୁଇ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ୨୩ଜଣ ଆହତ ହୋଇସ୍ଥାନୀୟ ମେଡିକାଲ ରେ ଭର୍ତି ।ଏବଂ ଉକ୍ତ ବସଟି ରାଜସ୍ଥାନରୁ ଦିଲ୍ଲୀ ଅଭିମୁଖେ ଆସୁଥିଲା ।

Advertisement