Saturday, September 26, 2026
ADVERTISEMENT
Home ଜାତୀୟ ଏଲପିଜି ଟ୍ୟାଙ୍କର ପାଇନ ଗ୍ୟାସ୍’ ଓ ‘ଜଗ୍ ବସନ୍ତ’ ଭାରତ ଅଭିମୁଖେ ଯାତ୍ରା କରୁଛି।

ଏଲପିଜି ଟ୍ୟାଙ୍କର ପାଇନ ଗ୍ୟାସ୍’ ଓ ‘ଜଗ୍ ବସନ୍ତ’ ଭାରତ ଅଭିମୁଖେ ଯାତ୍ରା କରୁଛି।

25
ADVERTISEMENT

ନୂଆଦିଲ୍ଲୀ,୨୨।୦୩ (ଡ଼ି.ଏଚ ବ୍ୟୁରୋ):-ମଧ୍ୟପ୍ରାଚ୍ୟରୁ ଆଉ ଏଲପିଜି ଟ୍ୟାଙ୍କର ପାଇନ ଗ୍ୟାସ୍’ ଓ ‘ଜଗ୍ ବସନ୍ତ’ ଭାରତ ଅଭିମୁଖେ ଯାତ୍ରା କରୁଛି। ‘ଖୁବଶୀଘ୍ର ଏହି ଟ୍ୟାଙ୍କର ଦୁଇଟି ହର୍ମୁଜ ପ୍ରଣାଳୀ ଅତିକ୍ରମ କରି ଭାରତରେ ପହଞ୍ଚିବ ବୋଲି ଆଶା କରାଯାଉଥିବାବେଳେ ଏହି ଦୁଇଟି ଟ୍ୟାଙ୍କର ବିପିସିଏଲ ଏବଂ ଇଣ୍ଡିଆନ ଅଏଲ କର୍ପୋରେସନ ପକ୍ଷରୁ ବୁକ୍ କରାଯାଇଛି।

Advertisement