Saturday, September 26, 2026
ADVERTISEMENT
Home ଜାତୀୟ ଇରାନକୁ ରୁଷ୍ ଦୃଢ ସମର୍ଥନ ଯୋଗାଇ ଦେବ l

ଇରାନକୁ ରୁଷ୍ ଦୃଢ ସମର୍ଥନ ଯୋଗାଇ ଦେବ l

37
ADVERTISEMENT

ନୂଆଦିଲ୍ଲୀ,୧୦/୩(ଡ଼ି.ଏଚ ବ୍ୟୁରୋ):-ଇରାନ ବିରୋଧରେ ଆମେରିକା ଓ ଇସ୍ରାଏଲ ଚଳାଇଥିବା ଯୁଦ୍ଧରେ ତେହରାନର ପକ୍ଷ ନେଇଛି ରୁଷ୍। ଏହି ଯୁଦ୍ଧରେ ଇରାନକୁ ରୁଷ୍ ଦୃଢ ସମର୍ଥନ ଯୋଗାଇ ଦେବ ବୋଲି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ଏହା ସହିତ ଇରାନ ପକ୍ଷରୁ ନବନିର୍ବାଚିତ ସର୍ବୋଚ୍ଚ ନେତା ମୋଜତାବା ଖାମେନେଇଙ୍କୁ ପୁଟିନ ଅଭିନନ୍ଦନ ଜଣାଇଛନ୍ତି।

Advertisement