ଆଜି ଘରୋଇ ଏବଂ ବାଣିଜ୍ୟିକ ଉଭୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି।

1
ADVERTISEMENT

ନୂଆଦିଲ୍ଲୀ,୦୭/୩(ଡ଼ି.ଏଚ ବ୍ୟୁରୋ):-ଆଜି ସାରା ଦେଶରେ ଘରୋଇ ଏବଂ ବାଣିଜ୍ୟିକ ଉଭୟ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଛି। ମଧ୍ୟପ୍ରାଚ୍ୟରେ ତୈଳ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ ତେଲ ମୂଲ୍ୟ ମହଙ୍ଗା ହୋଇଛି। ଯାହା ଫଳରେ କମ୍ପାନୀଗୁଡ଼ିକ ସେମାନଙ୍କର ସିଲିଣ୍ଡର ଦର ବୃଦ୍ଧି କରିଛନ୍ତି। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ବୃଦ୍ଧି ପାଇଛି।

Advertisement