୫ ବର୍ଷର ନାବାଳକକୁ ଗଳା କାଟି ହତ୍ୟା।

12
ADVERTISEMENT

ରାୟଗଡା,୦୭/୩(ଡ଼ି.ଏଚ ବ୍ୟୁରୋ):-ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଚାଟିକଣା ସଦର ପଞ୍ଚାୟତ ପୁରୁଣା ଷ୍ଟେସନ ସାହିରେ ୫ ବର୍ଷ ର ନାବାଳକକୁ ଗଳା କାଟି ହତ୍ୟା। ଗତକାଲି ସନ୍ଧ୍ୟାରେ ନାବାଳକ ଋଷି ଗାନ୍ତାୟତ କୁ କିଛି ଦୁର୍ବୁତ୍ତ ଅପହରଣ କରିନେଇଥିଲେ। ଏବଂ ଏକ ଅଜଣା ନମ୍ବର ରୁ ମେସେଜ କରି ୪ ଲକ୍ଷ ଟଙ୍କା ଦାବି କରଥିଲ।

Advertisement