ବୋଲେରୋ ଗାଡି ସହ ଟ୍ରେଲରର ମୁହାଁମୁହିଁ ଧକ୍କା,୫ ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ।

13
ADVERTISEMENT

ଝାରସୁଗୁଡା,୨୩/୨(ଡ଼ି.ଏଚ ବ୍ୟୁରୋ):- ଝାରସୁଗୁଡା ଜିଲ୍ଲାର କଟାପାଲି ନିକଟରେ ପୁଲିସର ବୋଲେରୋ ଗାଡି ସହ ଟ୍ରେଲରର ମୁହାଁମୁହିଁ ଧକ୍କା । ଏଥିରେ ୫ ଜଣ ପୁଲିସ ଅଧିକାରୀଙ୍କର ମୃତ୍ୟୁ ଘଟିଥିବାବେଳେ ୩ଜଣ ଗୁରୁତର ହୋଇ ଝାରସୁଗୁଡ଼ା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଗତକାଲି ରାତିରେ ରିଜଭ ପୁଲିସର ୮ ଜଣ ପୁଲିସ ଅଧିକାରୀ ରେଙ୍ଗାଲିକୁ ଏକ କନଷ୍ଟେବଳଙ୍କ ବାହାଘର ଭୋଜିକୁ ଯାଇଥିଲେ।

Advertisement