ଅଲେଖ ବାବାଙ୍କୁ ବୀଭତ୍ସ ଭାବେ ହତ୍ୟା ।

1
ADVERTISEMENT

ବାଂଶପାଳ,୧୯।୦୬(ଡ଼ି.ଏଚ ବ୍ୟୁରୋ):- କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସଦର ଥାନା ଅନ୍ତର୍ଗତ ଆମୁଣି ଗାଁରେ ଅଲେଖ ବାବାଙ୍କୁ ବୀଭତ୍ସ ଭାବେ ହତ୍ୟା । ମୃତ ଅଲେଖ ବାବା ଶ୍ରୀକାନ୍ତ ମହାକୁଡ ହୋଇଥିବାବେଳେ ତାଙ୍କୁ କେହି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏବଂ ଉକ୍ତ ଘଟଣାକୁ ନେଇ ଗାଁରେ ଚାପା ଉତ୍ତେଜନା ପ୍ରକାଶ ପାଇଛି ।

Advertisement