Wednesday, August 12, 2026
ADVERTISEMENT
Home ଆଞ୍ଚଳିକ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ ଘଟଣାରେ ଚାରିଜଣ ଅଭିଯୁକ୍ତ ଗିରଫ ।

16
ADVERTISEMENT

ଭୁବନେଶ୍ୱର,୦୩।୦୬(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ଘରୋଇ ବିଶ୍ୱବିଦ୍ୟାଳୟ ପରିସରରୁ ଜଣେ ନର୍ସିଂ ଛାତ୍ରଙ୍କୁ କଲେଜ କ୍ୟାମ୍ପସରୁ ଅପହରଣ କରି ୫୦,୦୦୦ ଟଙ୍କା ଦାବିକରି ନେବା ଘଟଣାରେ ଭରତପୁର ପୁଲିସ ଦୁଇଜଣ ଛାତ୍ର ସମେତ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଛ। ଏବଂ ସେମାନଙ୍କ ପାଖରୁ ଏକ ବାଇକ (OD-05AE-1474), ଏକ ଛୁରୀ, ଏକ ପିଠା ଖଡ଼ିକା, oନଗଦ ୫୦,୦୦୦ ଟଙ୍କା,ସହ ଚାରିଟି ମୋବାଇଲ୍ ଫୋନ୍ ଜବତ କରଛି।

Advertisement