ବିଉଟି ପାର୍ଲରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି ।

1
ADVERTISEMENT

ଭୁବନେଶ୍ୱର ୧୦।୦୬(ଡ଼ି.ଏଚ ବ୍ୟୁରୋ):-ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଥିବା ଏକ ବିଉଟି ପାର୍ଲରରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି । ଏବଂ ଖଣ୍ଡଗିରି ଥାନା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ପାର୍ଲରରେ ଚଢ଼ଉ କରି ମାଲିକ ଏବଂ ଜଣେ କର୍ମଚାରୀଙ୍କୁ ଗିରଫ କରି ପାର୍ଲରକୁ ମଧ୍ୟ ସିଲ୍ କରଛି ।

Advertisement